ଫୁଲ ଫୁଟେ, ଝରେ
ଝରିବା ଯେମିତି, ଫୁଲର ନିୟତି
କିନ୍ତୁ ଫୁଲ, ଦେବଭୋଗ୍ୟା
ଝରିଯାଏ ସିନା, ହେଲେ
ଗୁରୁତ୍ୱତାର, ଈଶ୍ୱର
ମସ୍ତକ ପାଇଁ
ଗୁରୁତ୍ୱ, ତାର ସବୁଠି
ହେଲେ, ଫୁଲ
ମହୁମାଛିର
ଫୁଲ ଦେବ ମସ୍ତକ ପାଇଁ
ଶୋଭା ବର୍ଦ୍ଧନ ପାଇଁ
ଫୁଲ ବାସ୍ନା ବିତରଣ ପାଇଁ ।
ଫୁଲ ଫୁଟେ, ଝରେ
ଝରିବା ଯେମିତି, ଫୁଲର ନିୟତି
କିନ୍ତୁ ଫୁଲ, ଦେବଭୋଗ୍ୟା
ଝରିଯାଏ ସିନା, ହେଲେ
ଗୁରୁତ୍ୱତାର, ଈଶ୍ୱର
ମସ୍ତକ ପାଇଁ
ଗୁରୁତ୍ୱ, ତାର ସବୁଠି
ହେଲେ, ଫୁଲ
ମହୁମାଛିର
ଫୁଲ ଦେବ ମସ୍ତକ ପାଇଁ
ଶୋଭା ବର୍ଦ୍ଧନ ପାଇଁ
ଫୁଲ ବାସ୍ନା ବିତରଣ ପାଇଁ ।
Loading comments…