by Balabanta Sahu ✓ · 7 Jul 2019
ଥାଉ ହୋ..ତମ କୈଫିଅତ ଆମେ ଜାଣିସାରିଚୁ କେମିତି ତମେ ଲୋଭର ଟାଂଗିରେ ହାଣିଦେଇପାର ମାନବିକତାର ମସ୍ତକ ; ସତ୍ତା , କ୍ଷମତା , ଟଂକା , ସଂପତ୍ତି , ଜମିଆଦିର ଉପହାର ଦେଇ ପ୍ରତି ଅଫିସର୍ ର ପ୍ରତି ରିପୋର୍ଟକୁ କେମିତି ଲେଖିଦେଇପାର ନିଜେ ନିଜ କଲମମୁନରେ..
Loading comments…
Loading comments…