by Sushil Subhadeep Nayak ✓ · 15 Aug 2018
ଗାଁ ପୋଖରୀ ପାଣିରେ ମୋ ନାଁ ଭାସୁଚି, ବର ଓହଳରେ ମୋ ପରି ଛୁଆଟେ ଦୋଳି ଖେଳୁଛି, ଆଉ ନଡ଼ାଗଦା ରେ ଲୁଚକାଳି ଖେଳୁଚି ମୋ ପିଲାଦିନ
Loading comments…
Loading comments…