by Kishore Nayak ✓ · 6 Apr 2022
ଜୀବଜଗତର ଜୀବନ ସମ୍ଭବ ଅଟେ ଏ ବିଶାଳ ମହୀ ସକଳ ଜୀବର ଜୀବନ ଧାରାକୁ ବକ୍ଷରେ ଚାଲିଛି ବୋହି ll କେତେ ନଦ ନଦୀ ବିଶାଳ ଜଳଧି ପ୍ରବାହିତ ଯହିଁ ନିତ୍ୟ ପ୍ରକୃତିର ଦାନେ ଏ ଜୀବଜଗତ ଚିର ଋଣୀ କୃତ୍ୟ କୃତ୍ୟ ll
Loading comments…
Loading comments…