by Amaresh Kumar Hanuman ✓ · 18 Jun 2019
ଆସେ ମୋ ଜୀବନେ ଯେବେ, ପ୍ରତିକୂଳ ସମୟ, ସେ ସମୟେ ତୁମେ ବାପା, ମୋ ଆଶା ଉଦୟ ନଥିଲେ ବି ଦିଅ ଆଣି, କେଉଁଠୁ ଯେ ଆଦାୟ ? ପରାଜୟେ ସଦୟ ସେ, ଜୟରେ ମୋ ଅଥୟ ! ସରଳ କି ଜଟିଳ କି, ବାପା ଖୋଲା ହୃଦୟ ? ହୁଏନା ବାପାଙ୍କ ବୁଝି, ଏ’ ବଡ ଅଭିନୟ !
Loading comments…
Comments
Loading comments…