ତ୍ୟାଗର ମୂରତି ପିତାମାତା ଆମ
ଏ ଜୀବନ ତାଙ୍କ ଦାନ,
ସନ୍ତାନ ମଙ୍ଗଳ ଚାହିଁଥାନ୍ତି ସଦା
ପ୍ରେମ ତାଙ୍କ ସୀମାହୀନ
ନୀରବରେ ପିଇ ଦୁଃଖ ଓ ଯନ୍ତ୍ରଣା
ଦେଇଥାନ୍ତି ସୁଖ ସଦା,
ଢାଲ ସାଜି ପୁଣି କରିଥାନ୍ତି ରକ୍ଷା
ଆସିଥାଏ ଯେବେ ବାଧା
ତ୍ୟାଗର ମୂରତି ପିତାମାତା ଆମ
ଏ ଜୀବନ ତାଙ୍କ ଦାନ,
ସନ୍ତାନ ମଙ୍ଗଳ ଚାହିଁଥାନ୍ତି ସଦା
ପ୍ରେମ ତାଙ୍କ ସୀମାହୀନ
ନୀରବରେ ପିଇ ଦୁଃଖ ଓ ଯନ୍ତ୍ରଣା
ଦେଇଥାନ୍ତି ସୁଖ ସଦା,
ଢାଲ ସାଜି ପୁଣି କରିଥାନ୍ତି ରକ୍ଷା
ଆସିଥାଏ ଯେବେ ବାଧା
Loading comments…