by Minakshi Samal ✓ · 22 Mar 2021
ଆଳୁ, ଟମାଟୋ, ବାଇଗଣ ଭର୍ତ୍ତା ବଜାରୁ ଆଣନ୍ତି ଘରର କର୍ତ୍ତା ଆମ୍ବ ନସି ଟିକେ ପକେଇ ଦେଲେ ମହମହ ବାସ ଚହଟେ ଭଲେ ତା'ର ଏମନ୍ତ ବାସ୍ନା ତୃପ୍ତ କରେ ସମସ୍ତଙ୍କ ରସନା
Loading comments…
Loading comments…