by BISWESWAR MAJHI ✓ · 26 May 2020
ପଲିଥିନ ଅସୁରଟା ପାଇଛି କି ବର ମାଟିରେ ମିଶିବ ନାହିଁ ଅଜର ଅମର। ଜଳରେ ଭେଦିବ ନାହିଁ ମେଲାଇ ତା କାୟା ନିଆଁରେ ପୋଡିଲେ ଅତ୍ୟଧିକ ବିଷକ୍ରିୟା।
Loading comments…
Loading comments…