by Krushnapriya Mohapatra ✓ · 18 Jun 2019
ମଙ୍ଗଳ ମନାସି ଗ୍ରାମଦେବତୀଙ୍କ ପୀଠଖରକୀ , ସମର୍ପିଦିଏ ତା ସୁଖଦୁଃଖ ଯେତେ ଅନ୍ୟପାଇଁକି । ପିତାମାତାଘର ସଖାସହୋଦର ତେଜି ଜନମମାଟି , ପରକୁ ଆପଣା କରିଦିଏ ସ୍ନେହସୋହାଗ ବାଣ୍ଟି ।
Loading comments…
Comments
Loading comments…