by Bijaya Panda ✓ · 14 Nov 2019
ବାଣ୍ଟି ଦେଇ ଭୋଗ ନଈ ତୁଠରେ ବସିଛି ଧ୍ୟାନରେ ଠାକୁର ଘରେ କହୁଛି ପ୍ରଭୁଙ୍କୁ ଆୟୁଷ ମୋ ନେଇ ପିଲାଙ୍କ ଆୟୁଷ ଦିଅ ବଢ଼ାଇ ରଖିଥାଅ ତାଙ୍କୁ ଘଣ୍ଟ ଘୋଡ଼ାଇ ।
Loading comments…
Loading comments…