by BULU BEHERA ✓ · 8 Sept 2021
ନୂଆଁ ନୂଆଁ ତୁ ଦିଶୁଛୁ ଖାଲି, ଫଗୁଣ ରଙ୍ଗ ହୋଇଛୁ ବୋଳି l ରୂପ ତୋହର ଯାଏ ଚହଳି, ତୋ ପ୍ରେମରେ ମୁଁ ଦିବାନା ହେଲି l କହିବି ମୁହିଁ ଭାବୁଛି ହେଲେ, ମନର କଥା ମନେ ରହିଲା ,
Loading comments…
Loading comments…