by Banasmita Panda ✓ · 17 Oct 2020
ଜୀବନର ଅନେକ ଝଡ ଝଞ୍ଜା କେବେ ଜିତି ଯାଇଛି ତ କେବେ ହାରିଯାଇଛି ପ୍ରତିଟି ହସ ଦେବାରେ କେତେ କଷ୍ଟ ଆପଣେଇଛି ହେଲେ ମୋର ଟିକି ସଂସାର ପାଇଁ ମନ ପ୍ରାଣ ଦେଇ ଲଢ଼ିଛି ତୁମେ ତ ସାକ୍ଷୀ ପ୍ରିୟା ଯେବେ ଯେବେ ନିଅଣ୍ଟ ପଡିଛି
Loading comments…
Comments
Loading comments…