by ବି. ନିରୁପମା ✓ · 11 Oct 2018
ସେ କଥାକୁ ଶୁଣି ମୋର ସହଚରୀ ଯେତେ , ମୁଖେ କାନି ଦେଇ ହେଲେ ହସା ହସି କେତେ- ସେଇଦିନୁ ସାଙ୍ଗ ସୁଖ ସରିଗଲା ମୋର , ପର ଚରଚାକୁ ଛାଡି ସଜାଡ଼ିଲି ଘର ।
Loading comments…
Loading comments…