by Jyotiranjan Sahu ✓ · 23 May 2019
ହସି ଜୟ କହେ ଶୁଣ ପରାଜୟ ତୋ ବିନା ନାହିଁ ମୋ ଅସ୍ତିତ୍ଵ କିଛି ଦୁନିଆଁ ନବୁଝୁ ପରାଜୟ ମୂଲ ଅମୂଲ ମୂଲ ତୁ ମୁଁ ଯେ ବୁଝିଛି ॥
Loading comments…
Comments
Loading comments…