by Prafulla Chandra Mishra ✓ · 15 Apr 2021
ରେ ପ୍ରାଣ ବିହଙ୍ଗ ଯାଆ ଉଡି ଯା ସଚିଦାନନ୍ଦ ପୁରେ ଅନନ୍ତ ବିଶ୍ଵ ଅଖିଳ ବ୍ରହ୍ମାଣ୍ତ ପରେ ଯେ ଖେଳ କରେ ସେଠାରେ ତାଙ୍କର ନିତ୍ୟ ରାହାସ କେଳି କୁଞ୍ଜର ତଳେ ତା ନାମ ଗାଉଥା ହୃଷ୍ଟ ଚିତ୍ତରେ ମଧୁ ପଞ୍ଚମ ସ୍ଵରେ ।।
Loading comments…
Comments
Loading comments…