by Debabrata Mishra ✓ · 5 Feb 2022
ମୁକ୍ତଚକ୍ଷୁରେ ବି ଅନ୍ଧହେବୁ ଦାନ୍ତ ଦିଶିବ ବିନାହସେ ଦାହଶେଷ ଯାଏ ଧୈର୍ଯ୍ୟ ନଥିବ ଫେରିଯିବେ ଘର, ଡର-ଭୟ-ଭକ୍ତି-ସମ୍ମାନ ସବୁ ହୋଇବ ତୋ' ଶେଷ କେତେ ନିନ୍ଦା ପାଇବୁ ଯଦି କରିଥିବୁ କା'ର ଅପକାର।
Loading comments…
Loading comments…