by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 17 Aug 2018
ଜିଜ୍ଞାସାର ଅବସର ନାହିଁ ମୋର ମନେ ଅବାଧରେ ଗାଇଯାଏ ପ୍ରାଣପକ୍ଷୀ ବନେ । ତା ଲୋତକେ ସିକ୍ତ ମୋର ସମସ୍ତ ଜୀବନ ଜନମେ ଜନମେ ତେଣୁ ସାଥୀ ବିହଙ୍ଗମ ।
Loading comments…
Loading comments…