by Er Subhransu Kumar Behera ✓ · 27 Nov 2020
ହେଉ ଶୁଭ ପ୍ରତିକ୍ଷଣ ନ ହେଉ ପାପ କି ଅନ୍ୟାୟର ତଉଲାରେ ନ ପଡେ ମୁଁ ଭାରି । ଦୁଃଖେ ଅବା ବିପଦରେ ବ୍ଯଥିତର ଅନ୍ତଃ ସ୍ରୋତେ ମୁଣ୍ଡ ପୋତି ପଥ କାଟି ବିବେକର ତାଡ଼ନାରେ ଆପଣାର ନିନ୍ଦା ଅଣଚାଶ ପବନ ପରାୟେ ।
Loading comments…
Loading comments…