by Gangotri Priyadarshini ✓ · 28 Apr 2021
ଅଳିକ ମାୟାରେ ପୂର୍ଣ୍ଣ ଏ ସଂସାର ସାଗରେ ଏ ମଣିଷ ବଞ୍ଚିବାକୁ ନିତି ଯୁଝି ମରେ କେବେ ଜାଣତରେ କେବେ ପୁଣି ପାପ ହୁଏ ଅଜାଣତେ ମଣିଷ ନିଜ ଦୋଷକୁ ତଉଲଇ ପୁଣି ଦୋଷକୁ ସୁଧାରେ ସେ ବିବେକକୁ ଗୁଣି ପ୍ରାୟଶ୍ଚିତ ସେ କର୍ତ୍ତବ୍ୟ ବୋଲି ରଖିଥାନ୍ତୁ
Loading comments…
Comments
Loading comments…