by Chinmaya Kumar Nayak ✓ · 8 Apr 2022
ଘଡ଼ିଏ ବିଶ୍ରାମ ପାଇଁ ଇଛାକରି ବସିଲି ପିଣ୍ଡାରେ ସାମ୍ନା ଆକାଶଟା ଭାରି ଫର୍ଚ୍ଚା ଲାଗୁଥିଲା, ସହରର ଆକାଶଠୁ ଖୁବ ନୀଳ ଓ ନିର୍ମଳ ବାଦଲ ଗୁଡ଼ାକ ବି ଭାରି ତୋଫା ଦିଶୁଥିଲା। ସେପଟକୁ ମୁହଁ ବୁଲାଇ ଦେଖେତ ଆକାଶରେ ଝୁଲିଛି କି ଖାଲି ଦୋଳିଟି
Loading comments…
Comments
Loading comments…