by Bandita Mohanty ✓ · 15 Nov 2021
ଏକା ଏକା ଆଉ ଚାଲି ପାରୁ ନାହିଁ ଥକା ଲାଗେ ଏ ଜୀବନ ତୋ ପଣତ ତଳେ ଶୋଇ ପଡନ୍ତି କି କମନ୍ତା ମୋ ପଥ ଶ୍ରମ।। ତୋ ହାତ ରନ୍ଧା ଖାଇନି କେବେଠୁ ହେଇନି କେବେଠୁ ଗେଲ କଳ୍ପନା ଟା ଖାଲି ସାଜୁଅଛି ଆଜି ଅମୂଲ ଭିତରେ ମୂଲ।। ସ୍ବାଧୀନତାର ଏ ସ୍ଵା
Loading comments…
Loading comments…