by DILIP KUMAR SAHOO ✓ · 4 May 2020
ବାଟଘାଟେ ସବୁ କଟକଣା ଯୋଗୁ ଜଳପଥ ଖୋଜିଖୋଜି ଡଙ୍ଗା ଭଡାକରି ଆସୁଛନ୍ତି କେତେ ଖରା ବରଷାରେ ଭିଜି । ସବୁ ଯାତନାକୁ ପାଶୋରି ପକାନ୍ତି ଘରକଥା ଭାବିଭାବି ହେଲେ ଏଣେ ଭାଇ ଘର ଦ୍ବାର ମନା କରୋଣା ବସିଛି ଜଗି ।
Loading comments…
Loading comments…