by Archana Acharya ✓ · 17 Jun 2022
ଅଳସ ଭାଙ୍ଗଇ ତରୁ ମୃଦୁ ମଳୟରେ , ନିରବତା ଭଙ୍ଗ ହୁଏ ବିହଙ୍ଗ ସ୍ଵରରେ । ପୁଷ୍ପରାଜ ହସି ଉଠେ କାନନେ କାନନେ, ସୁଗନ୍ଧ କୁ ବିତରାଇ ଗଗନେ ପବନେ । ଝରା ଶେଫାଳିର ଖୁସି ମାଟିର ସ୍ପର୍ଶରେ, ମଧୁମକ୍ଷୀ ଉଡିଯାଏ ମଧୁସନ୍ଧାନରେ । ମଧୁ ମାଳତୀର ଗ
Loading comments…
Comments
Loading comments…