by Pranati Mahapatra ✓ · 21 Dec 2021
ଯିଏ ଯା କହୁଛି ସବୁ ତ ଶୁଣୁଛ ଯିଏ ଯା କହୁଛି ସବୁ ବି ଦେଖୁଛ ବିଚାର ତ ଅଛି ତୁମ ହାତେ ପ୍ରଭୁ ମୋର ହାତ କାତ ପାଇବ କାହିଁ ତୁମେ ଥାଉ ଥାଉ ଆଉ ବା କାହାକୁ ମୁଖ୍ୟ ବୋଲି କେବେ ଭାବି ମୁଁ ନାହିଁ । ପ୍ରଭୁ ଟିକେ ଆସିବ ନିଶ୍ଚେ ମୁଖ୍ୟ ଆସ
Loading comments…
Loading comments…