by Kalandi pal ✓ · 19 Dec 2021
ଭାବରେ ହଜିଲେ ତାର ଭାବେ ବନ୍ଧା ହେଲେ ନିଜ ଆତ୍ମା ଠାରେ ପରମାତ୍ମାଙ୍କୁ ଦେଖିଲେ ପ୍ରାଣ ସମର୍ପଣ ହୋଇଯାଏ ପାଦେ ସିନା ଦୁନିଆଁ ବନ୍ଧନ ଆଉ ବାନ୍ଧି ତ ପାରେନା
Loading comments…
Comments
Loading comments…