by Binay Mohapatra ✓ · 11 Jul 2017
ପ୍ରଭୁସତ୍ତାକୁ ଆମେ ଆମର ସୁବିଧା ଅନୁସାରେ ବ୍ୟବହାର କରିବାରେ ବହୁତ ପାରଙ୍ଗମ । ଅନ୍ୟକୁ ଉପଦେଶରେ ଭଗବାନଙ୍କ ଉପରେ ଆମେ ଯେତେ ଲମ୍ବା ଭାଷଣ ଦେଇପାରୁ, ନିଜ ଜୀବନରେ ତାର କାଣିଯାଏ ବି ମାନିବାକୁ ପ୍ରସ୍ତୁତ ନୋହୁଁ ।
Loading comments…
Loading comments…