by Bauribandhu Lenka ✓ · 7 Dec 2017
ଫଗୁଣ ଗୋ ତୁମେ- ଦେଇଥିଲ ସବୁ କିଛି ନେଇ ବି ଯାଇଛ I ବିଦାୟ ବେଳାରେ ଉପହାର ଦେଇଗଲ କେବଳ ଏତିକି ଶୁନ୍ୟ ଏ ଆକାଶ ଆଉ ମୁଠାଏ ପ୍ରବଞ୍ଚନା II
Loading comments…
Comments
Loading comments…