by Sambit Srikumar ✓ · 4 Apr 2022
ଆପଣାର ମୁଖେ ଲେପି କୃତ୍ରିମ ରଙ୍ଗର ପ୍ରଲେପ ଲୁଚକାଳି ଖେଳୁଥାଏ ବହୁରୂପୀ ଧୃତ ପ୍ରବଞ୍ଚକ ସାଜିଥାଏ ସବୁରି ମହଲରେ ପ୍ରଶଂସାର ପାତ୍ର ରୂପ ସୌନ୍ଦର୍ଯ୍ୟ ଆଢୁଆଳେ ଚତୁରେ କରୁଥାଏ ସଦା କାର୍ଯ୍ୟନିଷ୍ଠ ଯଥା "ବିଷ କୁମ୍ଭ ପୟୋମୁଖ"!
Loading comments…
Loading comments…