by Upendra prasad Mahala ✓ · 29 Jul 2021
ବାଇ ଚଢେଇ ଶିଖାଏ ସଭିଙ୍କୁ ଭଲ ପାଇବାର ପରିଭାଷା, ଜୀବନ ସାଥୀ ସହ ମିଶି ସଂସାର ବାନ୍ଧିବାର କଳା ବସାକୁ ସଜାଏ ଅଧିକ ସୁନ୍ଦର କରି । ବାଆ ବୋହୁଥିଲେ ବସା ଦୋହଲୁ ଥାଏ, ବାଇ ଚଢେଇର କି' ଯାଏ !!
Loading comments…
Loading comments…