by LAXMAN KUMAR BEHERA (ଯତି) ✓ · 6 Apr 2018
ପ୍ରେମ ନ ଥିଲେ ତ ଧର୍ମ ନାହିଁ ଜାଣ ପ୍ରେମ ଧର୍ମ ପରା ସମାନ କଥା, ପ୍ରେମ ପ୍ରଚାରିଲେ ଧର୍ମ ହିଁ ଅର୍ଜିବ ପ୍ରେମ ଛଡା ହେଲେ ଭୋଗିବ ବ୍ଯଥା ।
Loading comments…
Loading comments…