by Abhisek Mohapatra ✓ · 5 Jun 2019
ବାକ୍ସ କଣୁ ମୁଁ ପୁରୁଣା ଚିଠି ପଢେ , ହାତ ଲେଖା ଅତରର ବାସ୍ନା ଝଡିଥିବା - ସୁନ୍ଦର ହସ୍ତାକ୍ଷରେ ଲେଖାଥିବା ଚିଠି । ଫିକା ଗୋଲାପୀ କାଗଜରୁ ରଙ୍ଗ ମଉଳେ ।
Loading comments…
Loading comments…