by Sudhir Kumar Panda ✓ · 13 Jul 2019
ଐଶାନ୍ୟ କୋଣରେ ତୁମ ଛବି ରଖିଥିବି ପ୍ରେମର ଜଳ ପ୍ରବାହେ ନିତି ପୂଜୁଥିବି। ପୂର୍ବ ଅବା ଉତ୍ତରରୁ ଭାବ ପ୍ରବେଶିବ ମଧ୍ୟ ସ୍ଥଳ ଆଶା ନେଇ ସଦା ରିକ୍ତ ଥିବ
Loading comments…
Loading comments…