by ଅନିଲ କୁମାର ଲେଙ୍କା ✓ · 16 Feb 2021
ଜୀବନର ଶେଷ ଶ୍ବାସ ଥିବାଯାଏ ତୁମକୁ କରିବି ନିଜର, ଯିଏ କରୁ ଯେତେ ଅବା ପ୍ରତିବାଦ ତୁମ ଠୁଁ ହେବିନି ଦୂର, କେମିତି କରିବି ପର, ସାଥ ଜନମକୁ ସାଥୀ ହୋଇଅଛି ତୁମେ ଏକା ଆପଣାର ।। ପ୍ରେମର ମୂଲ୍ୟଟା ମାପି ହୁଏନାହିଁ
Loading comments…
Loading comments…