by Prafulla Chandra Mishra ✓ · 18 Feb 2021
ତୁଉ ଅନ୍ଧାରୁଆ ପିରତୀ ଗାଲିଚା ତାରା ଭରା ଆକାଶରେ ମୁଉଁ ଜହ୍ନ ଜ୍ୟୋତ୍ସ୍ନା ତୁଉ କୁମୁଦିନୀ ପ୍ରେମ ସରସୀ ର ନିରେ ମୋ ଶୀତଳ କର ରଜତ ଯୋଛନା ପରଶ ପାଇ ରେ ସହୀ କଲ୍ଲୋଳିତ ସର ନୀଳ ନିରେ ଖେଳେ ପ୍ରିତୀ ପ୍ରଣୟିନୀ କଇଁ ।।
Loading comments…
Comments
Loading comments…