by T.Durga Prasad Rao ✓ · 23 Feb 2019
ମେଘର ପଣତେ ଲୁଚାଇବ ମୁହଁ ମିଳନରେ ଲାଜ ହୋଇ ଆକାଶେ ଘୋଟିବ ଛାଇ ଆଖିପତା ତୁମ ନଇଁ ଆସୁଥିବ କାମନାରେ ଦଗ୍ଧ ହୋଇ
Loading comments…
Loading comments…