by Sanuja Meghamala ✓ · 18 Feb 2021
ଦେବା ନେବା ସମ୍ପର୍କ ର ମାନେ ପ୍ରେମ ନୁହେଁ ପ୍ରେମ ବନ୍ଧନ ନୁହେଁ ନୁହେଁ ବି ବିରହ ବିଚ୍ଛେଦ ପ୍ରେମ ତ ସଜ ଫୁଟା ଫୁଲ ପରି କୋମଳ ନରମ ଶିଶିର ପରି ଝର ଝର ଝିପି ଝିପି ମେଘ ପରି ଛଳ ଛଳ ଲଫାପା ଭିତରେ ସାଇତା ଚିଠି ଟେ ପରି ଏଇ ମାତ୍ର
Loading comments…
Comments
Loading comments…