by pratap nayak ✓ · 4 May 2020
ପ୍ରାରମ୍ଭିକ ସୁଲୁସୁଲିଆ ବାଆରେ ହଜେଇ ତା କିଆଁରୀ ବସନ୍ତ ଗୁନ୍ଥୁଥିବ ମାଳା କରି ଚଇତି ଆକାଶ ତାରା ଝିପିଝିପି ଶ୍ରାବଣର ତାଳେତାଳେ ଖୁନ୍ଦିଖାନ୍ଦି ଚଦରର ଆବରଣ ତଳୁ ବୁଲୁଥିବ ରାଜ୍ୟ ପରେ ରାଜ୍ୟ
Loading comments…
Loading comments…