by Prafulla Chandra Mishra ✓ · 31 Dec 2020
ପ୍ରେମ ପାଇଁ ଭୀଷ୍ମ ଅଟଳ ପ୍ରତିଜ୍ଞା ଦ୍ଵାପର ଯୁଗର ଚିତ୍ର ରାଧାକୃଷ୍ଣଙ୍କର ନୈସର୍ଗିକ ପ୍ରେମ ଅମୃତମୟ ଚରିତ୍ର ପଦ୍ମାବତୀ ପ୍ରେମେ କାଞ୍ଚି ଅଭିଯାନ ହେଇଥିଲା ସଂଗଠିତ ପ୍ରେମ ପାଇଁ ଜୟଚନ୍ଦ୍ର ପୃଥୀରାଜ ଯୁଦ୍ଧର ସେ ଇତିହାସ ।
Loading comments…
Comments
Loading comments…