by Anita Dash ✓ · 5 Jan 2021
ଅନ୍ତର ସଂଯୋଗ, ସ୍ୱର୍ଗୀୟ ବୈଭବ ପାଇବାର ଆଶା ନାହିଁ, ଦେଣ-ନେଣ ଭାବ ନରହିବ ଯେବେ ଦୁଃଖ ମନ ହେବ କାହିଁ ? ଅନୁରାଗ ଭାବ, ସହିଷ୍ଣୁ ସ୍ୱଭାବ, ପ୍ରେମ ଆତ୍ମିକ ଭାବନା , ଅମୃତର ଉତ୍ସ, ଉନ୍ନତି ପ୍ରତୀକ ପ୍ରେମ; ତ୍ୟାଗ- ସଦ୍ଭାବନା।
Loading comments…
Comments
Loading comments…