by Sanjya Tripathy ✓ · 28 Apr 2021
ବିଶ୍ୱସ୍ତ ପ୍ରେମିକ ମୁଁ ଚାହିଁବସେ ତୁମ ଆଗମନ ପଥକୁ ଆଦ୍ୟ ଓଁକାର ଧ୍ବନିରେ ଝକୃତ ତୁମ ଆଗମନୀ ସଂଗୀତକୁ ଯାହାକୁ ପାଥେୟ କରି ମୁଁ ଅତିକ୍ରମ ଯାଏ ଅଗୁଗୁଁ ବନସ୍ତ ଗୀଗେୟ ଉପତ୍ୟକା ଓ ମହେନ୍ଦ୍ର ତନୟା ତୁମର ଅମ୍ବେଷାରେ କଂପିତ ଓ ହତବାକ ମୁଁ
Loading comments…
Comments
Loading comments…