ନିତି ନିତି ଝଗଡା
ନିତି ନିତି ମାନ ଅଭିମାନ
ନିତି ନିତି ରାଗ ରୁଷା
ଏହା ଗୋଟେ କ'ଣ
ତଥାପି ଆମେ ଏକାଠି
ବୋଧେ ଏହା ପଛରେ ହିଁ
ଲୁଚି ରହିଛି
ଅମାପ ଆତ୍ମୀୟତା, ହୃଦଯବୋଧତା
ଯାହା ପାଇଁ ଦୁହେଁ ଦୁହିଁଙ୍କୁ
ଖୋଜୁଥାଉ ନିଇତି
ନିତି ନିତି ଝଗଡା
ନିତି ନିତି ମାନ ଅଭିମାନ
ନିତି ନିତି ରାଗ ରୁଷା
ଏହା ଗୋଟେ କ'ଣ
ତଥାପି ଆମେ ଏକାଠି
ବୋଧେ ଏହା ପଛରେ ହିଁ
ଲୁଚି ରହିଛି
ଅମାପ ଆତ୍ମୀୟତା, ହୃଦଯବୋଧତା
ଯାହା ପାଇଁ ଦୁହେଁ ଦୁହିଁଙ୍କୁ
ଖୋଜୁଥାଉ ନିଇତି
Loading comments…