by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 19 Aug 2019
ନୟନାନ୍ତେ ଯେ ମୋହନ ଶର ଅଛି ରଖି ରେ (2) ନୂଆକରି ଯେ କିଶୋରୀ ନାଗରଙ୍କ ଦମ୍ଭ ହରି - ନେବାରେ ବିଳାସ ଅଛି ମାଧୁରୀକି ଶିଖି ରେ (3) ନିରୂପମ ଯା ର ଗଦ,ନଳିନଜ ମକରନ୍ଦ ନିତି ଜଗଦେବ ମତି ଭୃଙ୍ଗ ପାରେ ଚାଖି ରେ (4)
Loading comments…
Comments
Loading comments…