by Kalyani Nanda ✓ · 31 Dec 2020
ମହକେ ପ୍ରେମର ସୁମନ ହୃଦୟେ ମାତା ଯଶୋଦା, ପୁତ୍ର କାହ୍ନୁ ପ୍ରେମେ ପାଗଳୀ ହୁଅନ୍ତି ମାତା ଯଶୋଦା, କୃଷ୍ଣ ପ୍ରେମରେ ମଜ୍ଜି ମୀରା ଭୁଲିଯାଏ ସାରା ଦୁନିଆ, ସରଳ, ନିଷ୍ପାପ ହୃଦେ ଥାଏ ଯେ ଶିଶୁର ପ୍ରେମ ଭାବନା।
Loading comments…
Loading comments…