by Papu parida ✓ · 9 Oct 2020
ସୁନ୍ଦର ଚେହେରାର ସୁନ୍ଦରତା ତୁମେ ଚର୍ମ ଭଳି ମୁଁ ଏକ ଆବରଣ ସୂକ୍ଷ୍ମ ମନ ର ଏ ପ୍ରେମଭିକ୍ଷା ମୋର କରିବ କେବେ ତୁମେ ଶ୍ରବଣ। ପ୍ରଚୁର ଗଛ ଭରା ଜଙ୍ଗଲ ତୁମେ ସ୍ୱଳ୍ପ ତୃଣ ଥିବା ମୁଁ କାନନ ମୟୁରି ପରି ସେ କୁହୁକ ଚାହାଣି ଆଣେ ଏହି ମନେ
Loading comments…
Comments
Loading comments…