by Banabihari Mishra ✓ · 24 Nov 2020
ଅଧରରୁ ତୁମ ରକ୍ତିମ ଛଟା ଏବେ ସୁଦ୍ଧା କମି ଯାଇନି ଦୁଷ୍ଟାମୀ ଭରା ଆଖିରୁ ତୁମର ଚପଳତା ଜମା ସରିନି ଚାଲିରେ ତୁମର ସେ ପୁରୁଣା ଛନ୍ଦ ଆଉ କାଇଁ ଖୋଜି ପାଉନି ତଥାପି କାହିଁକି ତୁମେ ଚାଲୁଥିଲେ ନ ଚାହିଁକି ରହି ପାରୁନି।।
Loading comments…
Comments
Loading comments…