by Ashok Moharana ✓ · 7 Oct 2020
ବାଜି ରାଉତ ସେ ଛୋଟ ପିଲାଟି ଦେଶ ଜାତି ପାଇଁ ରଖିଲା କୀର୍ତ୍ତି।। ନାଆ ନେଲା ନାହିଁ ନଦୀ ଘାଟକୁ ଡରିଲା ନାହିଁ ଇଂରାଜୀ ସେନାଙ୍କୁ।। ଫୁଟିଲା ବନ୍ଧୁକ ବାଜିଲା ଗୁଳି ବ୍ରାହ୍ମଣୀ କୂଳରେ ପଡ଼ିଲା ଟଳି।। ଜଳିଲା ଚିତା ତା କଟକ ମୂଲେ ରଖିଲା
Loading comments…
Comments
Loading comments…