by Hemanta Kumar Nayak ✓ · 29 Sept 2021
ସତେକି କିଏ ସେ , ଅପରୂପା ଛବି ଆଙ୍କିଛି କନକ ଆଭାରେ ପବନରେ ଥିଲା ,ଶସ୍ଯର ବାସନା ପକ୍ଷୀ କୂଜନ ତା ସାଥିରେ ଫୁଟି ଉଠୁଥିଲା , ଜହ୍ନି ଫୁଲ ସିନା ପ୍ରେୟସୀ ଥିଲା ମୋ କତିରେ ।
Loading comments…
Loading comments…