by Kalpana Mishra ✓ · 15 Jul 2021
ସରୋବର ପାଶେ କଦମ୍ବ ଫୁଲର ଶୋଭା ପଡ଼େ ମହଳଣ, ସତେକି ଚନ୍ଦ୍ରମା ଦିଶୁଛି ମଳିନ ଗ୍ରାସିଛି ତାକୁ ଗ୍ରହଣ । ଘନ କଳା ମେଘ ଢାଙ୍କିଦିଏ ଯେବେ ପ୍ରିୟର ଚନ୍ଦ୍ର ବଦନ, ଅକାଳରେ ତେବେ ସଞ୍ଜ ମାଡ଼ି ଆସେ ବ୍ୟଥାରେ ବୁଜେ ନୟନ ।
Loading comments…
Loading comments…