by କାନ୍ତିପ୍ରକାଶ ବ୍ରହ୍ମା ✓ · 10 May 2019
ଅନେକ ଭାବିଛି ପରିଚୟ ମୋର ତୁମେ ସଂଗୀତସିନ୍ଧୁ ମୁଁ କ୍ଷୁଦ୍ରାତିକ୍ଷୁଦ୍ର ରାଗ ତୁମଠୁ ଉତ୍ପନ୍ନ ବିଲୟ ତୁମଠି ମହାକାଳ ତୁମେ ମୁଁ ନିହାତି ନଗଣ୍ୟ ଭାଗ।
Loading comments…
Comments
Loading comments…