by Prabhati Mahapatra ✓ · 15 Feb 2021
ପୁଷ୍ପ ବଲ୍ଲରୀର ଦୋଳି ଝୁଲାଇଛି ବନମାଳି ଶୁଭ ମୁହୂର୍ତ୍ତ କୁ ଆଉ କର ନାହିଁ ହୀନିମାନ ଆସ ଆସ ଶ୍ୟାମଘନ ..... ତୁମ ଚଲା ପାଇଁ କୁସୁମ ଦେଲି ବିଛାଇ କଷ୍ଟରୁ ବଞ୍ଚିତ ହେବ ତୁମ ଶ୍ରୀ ପଦ୍ମ ଚରଣ ଆସ ଆସ ଶ୍ୟାମଘନ .....
Loading comments…
Loading comments…